ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସୀମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସୀମ   ବିଶେଷ୍ୟ

ଅର୍ଥ : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର

ଉଦାହରଣ : ଅସୀମ ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ

केशव के अनुसार एक अर्थालंकार।

अमित में साधन ही साधक की सिद्धि का फल भोगता है।
अमित

ଅସୀମ   ବିଶେଷଣ

ଅର୍ଥ : ଯାହାର ସୀମା ନାହିଁ

ଉଦାହରଣ : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

ଅର୍ଥ : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ଉଦାହରଣ : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

ସମକକ୍ଷ : ଅପାର, ଅପ୍ରତିକାର

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

ଅର୍ଥ : ଖୁବ୍‌ ବେଶୀ

ଉଦାହରଣ : ସେଠ୍‌ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍‌ ଭଲ ପାଉଛି

ସମକକ୍ଷ : ଅଗଣତି, ଅତ୍ୟଧିକ, ଖୁବ୍‌, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ

Of the greatest possible degree or extent or intensity.

Extreme cold.
Extreme caution.
Extreme pleasure.
Utmost contempt.
To the utmost degree.
In the uttermost distress.
extreme, utmost, uttermost

ଅର୍ଥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ

ଉଦାହରଣ : ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ

ସମକକ୍ଷ : ଅଗାଧ, ଅଥଳ, ଅପାର

जिसकी गहराई या थाह का पता न चले।

अथाह सागर में कई अनमोल रत्न छिपे हैं।
पंडित सुनील का ज्ञान अथाह है।
अगाध, अगाध्य, अगाह, अथाह, अनवगाह, अनवगाह्य, अपार, अवगाह, गहन

ଅର୍ଥ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ

ଉଦାହରଣ : ସୃଷ୍ଟି ଅମାପ ସମ୍ପଦର ଖଣି

ସମକକ୍ଷ : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ

जिसकी नाप न हो सके या जो नापा न जा सके।

सृष्टि अपरिमित संपदा का खान है।
अपरिमित, अप्रमित, अप्रमेय, अमान, अमाप, अमापनीय, बेअंदाज, मानरहित

Impossible to measure.

Unmeasurable reaches of outer space.
Immeasurable suffering.
immeasurable, immensurable, unmeasurable