ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମାପ   ବିଶେଷଣ

ଅର୍ଥ : ଯାହାର ସୀମା ନାହିଁ

ଉଦାହରଣ : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମୀତ, ଅସୀମ, ଅସୀମିତ, ସୀମାହୀନ

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

ଅର୍ଥ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ

ଉଦାହରଣ : ସୃଷ୍ଟି ଅମାପ ସମ୍ପଦର ଖଣି

ସମକକ୍ଷ : ଅପରିମିତ, ଅପର୍ଯ୍ୟାପ୍ତ, ଅସୀମ

जिसकी नाप न हो सके या जो नापा न जा सके।

सृष्टि अपरिमित संपदा का खान है।
अपरिमित, अप्रमित, अप्रमेय, अमान, अमाप, अमापनीय, बेअंदाज, मानरहित

Impossible to measure.

Unmeasurable reaches of outer space.
Immeasurable suffering.
immeasurable, immensurable, unmeasurable