ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନନ୍ତ   ବିଶେଷ୍ୟ

ଅର୍ଥ : ରାମାନୁଜାଚାର୍ଯ୍ୟଙ୍କ ଜଣେ ଶିଷ୍ୟ

ଉଦାହରଣ : ଅନନ୍ତ ରାମାନୁଜାଚାର୍ଯ୍ୟଙ୍କ ପ୍ରମୁଖ ଶିଷ୍ୟ ଥିଲେ

ସମକକ୍ଷ : ଅନଂତ

रामानुजाचार्य का एक शिष्य।

अनंत रामानुजाचार्य के प्रमुख शिष्य थे।
अनंत, अनन्त

ଅନନ୍ତ   ବିଶେଷଣ

ଅର୍ଥ : ଯାହାର ସୀମା ନାହିଁ

ଉଦାହରଣ : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

ସମକକ୍ଷ : ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

ଅର୍ଥ : ଯାହା କେବେ ସମାପ୍ତ ହୁଏ ନାହିଁ

ଉଦାହରଣ : ପ୍ରକୃତି ଈଶ୍ୱରଙ୍କର ଅନନ୍ତ ବିସ୍ତାର

ସମକକ୍ଷ : ଅନ୍ତହୀନ, ଅଶେଷ, ଅସମାପ୍ତ, ଶେଷହୀନ

जो कभी समाप्त न हो।

प्रकृति ईश्वर का अनंत विस्तार है।
अंतहीन, अनंत, अनन्त, अनवसान, अन्तहीन, असमाप्य

Having no limits or boundaries in time or space or extent or magnitude.

The infinite ingenuity of man.
Infinite wealth.
infinite

ଅର୍ଥ : ସବୁବେଳେ ରହିବା ବାଲା

ଉଦାହରଣ : ଇଶ୍ୱର ହେଉଛନ୍ତି ଶାଶ୍ୱତ

ସମକକ୍ଷ : ଅବିନଶ୍ୱର, ଅବିନାଶୀ, କାଳାତୀତ, ଚିରସ୍ଥାୟୀ, ନିତ୍ୟ, ଶାଶ୍ୱତ, ସନାତନ

बहुत दिनों तक बना रहनेवाला।

चिरस्थायी कृषि के लिए जैविक खेती का विकास आवश्यक है।
अकाल, अखीन, कालातीत, चिर-स्थाई, चिर-स्थायी, चिरस्थाई, चिरस्थायी

Unaffected by time.

Few characters are so dateless as Hamlet.
Helen's timeless beauty.
dateless, timeless

ଅର୍ଥ : ବହୁତ ଲମ୍ବା ଚୌଡ଼ା

ଉଦାହରଣ : ସୁରସା ନିଜର ଅନନ୍ତ ରୂପ ଦେଖାଇଲା

बहुत लंबा चौड़ा।

सुरसा ने अपना अनंतपार रूप दिखाया।
अनंतपार, अनन्तपार