ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗାଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗାଧ   ବିଶେଷଣ

ଅର୍ଥ : ଯାହା ମାତ୍ରାରେ ଅଧିକ

ଉଦାହରଣ : ସେ ଅଗାଧ ସଂପତ୍ତିର ମାଲିକ

ସମକକ୍ଷ : ଅତି, ଅତିଶୟ, ଅତ୍ୟନ୍ତ, ଅଧିକ, ଖୁବ୍, ପ୍ରଚୁର, ବହୁ, ବହୁତ, ବେଶୀ

जो मात्रा में ज़्यादा हो।

उसके पास बहुत सम्पत्ति है।
वह अगाध संपत्ति का मालिक है।
अति, अतीव, अधिक, अनल्प, अनून, अन्यून, अबेश, आकर, आत्यंतिक, आत्यन्तिक, काफ़ी, काफी, ख़ूब, खूब, गहरा, ज़्यादा, ज्यादा, बहुत, बहुल

(quantifier used with mass nouns) great in quantity or degree or extent.

Not much rain.
Much affection.
Much grain is in storage.
much

ଅର୍ଥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ

ଉଦାହରଣ : ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ

ସମକକ୍ଷ : ଅଥଳ, ଅପାର, ଅସୀମ

जिसकी गहराई या थाह का पता न चले।

अथाह सागर में कई अनमोल रत्न छिपे हैं।
पंडित सुनील का ज्ञान अथाह है।
अगाध, अगाध्य, अगाह, अथाह, अनवगाह, अनवगाह्य, अपार, अवगाह, गहन