ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପାର   ବିଶେଷ୍ୟ

ଅର୍ଥ : ସାଂଖ୍ୟ ଶାସ୍ତ୍ର ଅନୁସାରେ ଧନ ଉପାର୍ଜନର ପରିଶ୍ରମ ଓ ନିନ୍ଦାରୁ ଅବ୍ୟାହତି ଯୋଗୁଁ ହିଁ ଯେଉଁ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ

ଉଦାହରଣ : ଲକ୍ଷ ପ୍ରଯତ୍ନ ବି ତାଙ୍କୁ ଅପାର ପ୍ରଦାନ କରି ନପାରେ

सांख्यशास्त्रानुसार वह तुष्टि जो धनोपार्जन के परिश्रम और निंदा से छुटकारा पाने पर होती है।

लक्ष प्रयत्न भी उन्हें अपार प्रदान न कर सके।
अपार

ଅପାର   ବିଶେଷଣ

ଅର୍ଥ : ଯାହାକୁ ପାରି ହୋଇ ଯାଇ ହୁଏ ନାହିଁ

ଉଦାହରଣ : ମୋହନ ଅପାରଗମ୍ୟ ପର୍ବତକୁ ପାର କରିବାକୁ ଚେଷ୍ଟା କରୁଛି

ସମକକ୍ଷ : ଅଗମ୍ୟ, ଅପାରଗମ୍ୟ, ଦୁସ୍ତର

जिसके पार न जाया जा सके।

मोहन अपारगम्य पर्वत को पार करने की कोशिश कर रहा है।
अगम, अगम्य, अपारगम्य, दुष्पार्य, दुस्तर

Incapable of being passed.

impassable, unpassable

ଅର୍ଥ : ଯାହାର ସୀମା ନାହିଁ

ଉଦାହରଣ : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

ଅର୍ଥ : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ଉଦାହରଣ : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

ସମକକ୍ଷ : ଅପ୍ରତିକାର, ଅସୀମ

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

ଅର୍ଥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ

ଉଦାହରଣ : ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ

ସମକକ୍ଷ : ଅଗାଧ, ଅଥଳ, ଅସୀମ

जिसकी गहराई या थाह का पता न चले।

अथाह सागर में कई अनमोल रत्न छिपे हैं।
पंडित सुनील का ज्ञान अथाह है।
अगाध, अगाध्य, अगाह, अथाह, अनवगाह, अनवगाह्य, अपार, अवगाह, गहन