ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତିକାର   ବିଶେଷ୍ୟ

ଅର୍ଥ : ପ୍ରତିଶୋଧର ଅଭାବ

ଉଦାହରଣ : ପ୍ରତିଶୋଧହୀନତାରୁ ଶାନ୍ତି ମିଳେ

ସମକକ୍ଷ : ପ୍ରତିଶୋଧହୀନତା

प्रतिकार का अभाव।

अप्रतिकार से शांति मिलती है।
अप्रतिकार

ଅର୍ଥ : ଉପାୟ ବା ଉଦ୍ୟମର ଅଭାବ

ଉଦାହରଣ : ପ୍ରତିକାରହୀନ ସ୍ଥିତିରେ ସବୁକିଛି ଭାଗ୍ୟ ଉପରେ ଛାଡ଼ିଦେବା ହିଁ ଉଚିତ

ସମକକ୍ଷ : ଉପଶମହୀନ, ନିବାରଣହୀନ, ପ୍ରତିକାରହୀନ

उपाय या तदबीर का अभाव।

अप्रतिकार की स्थिति में सब कुछ भाग्य पर छोड़ देना ही उचित होगा।
अप्रतिकार

ଅପ୍ରତିକାର   ବିଶେଷଣ

ଅର୍ଥ : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ଉଦାହରଣ : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

ସମକକ୍ଷ : ଅପାର, ଅସୀମ

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

ଅର୍ଥ : ଉପାୟ ବା ଉଦ୍ୟମ ନ କରିବା ବ୍ୟକ୍ତି

ଉଦାହରଣ : ଉଦ୍ୟମହୀନ ବ୍ୟକ୍ତି ସମସ୍ୟାରେ ବୁଡ଼ିରହେ

ସମକକ୍ଷ : ଉଦ୍ୟମହୀନ

उपाय या तदबीर न करने वाला।

अप्रतिकारी व्यक्ति समस्याओं से घिरा रहता है।
अप्रतिकारी

ଅର୍ଥ : ଯାହାର ଉପାୟ ନାହିଁ

ଉଦାହରଣ : ଉପାୟହୀନ ସମସ୍ୟାକୁ ସଜାଡ଼ିବାର ଚେଷ୍ଟା ବ୍ୟର୍ଥ ହେବ

ସମକକ୍ଷ : ଉପାୟହୀନ

जिसका उपाय न हो।

अप्रतिकार समस्या को सुलझाने का प्रयत्न व्यर्थ होगा।
अप्रतिकार