ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ମିଥ୍ୟାବାଦୀ ନୁହେଁ
ଉଦାହରଣ : ସେ ଜଣେ ସଚ୍ଚା ଦେଶଭକ୍ତ
ସମକକ୍ଷ : ସଚ୍ଚା
जो झूठा या बनावटी न हो।
Expressing or given to expressing the truth.
ଅର୍ଥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ଉଦାହରଣ : ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ସମକକ୍ଷ : ଅବିମିଶ୍ରିତ, ଅମିଶ୍ରିତ, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
जो बिना मिलावट का हो या एकदम अच्छा।
Free of extraneous elements of any kind.
ଅର୍ଥ : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍
ଉଦାହରଣ : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି
ସମକକ୍ଷ : ଠିକ୍, ପ୍ରକୃତ, ବାସ୍ତବିକ, ଯଥାର୍ଥ, ସତ୍ୟ
जो वास्तव में हो या हुआ हो या बिल्कुल ठीक।
ଅର୍ଥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଉଦାହରଣ : ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ସମକକ୍ଷ : ଅମିଶା, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
जो परिशुद्ध हो।
ସଂସ୍ଥାପନ କରନ୍ତୁ