ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶୁଦ୍ଧ ହେବାର ଅବସ୍ଥା ବା ଭାବ
ଉଦାହରଣ : ବଣିଆ ସୁନାକୁ ଦେଖି ହିଁ ତାର ବିଶୁଦ୍ଧତା ଯାଞ୍ଚ କରିନିଏ
ସମକକ୍ଷ : ବିଶୁଦ୍ଧତା, ବିଶୁଦ୍ଧି, ଶୁଦ୍ଧତା
खरे अर्थात् निर्मल, शुद्ध अथवा निश्चल या स्पष्टवादी होने की अवस्था, गुण या भाव।
Being undiluted or unmixed with extraneous material.
ଅର୍ଥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ଉଦାହରଣ : ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ସମକକ୍ଷ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
जो बिना मिलावट का हो या एकदम अच्छा।
Free of extraneous elements of any kind.
ଅର୍ଥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଉଦାହରଣ : ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ସମକକ୍ଷ : ଅମିଶା, ଅସଲି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
जो परिशुद्ध हो।
ଅର୍ଥ : ପାଣି ମିଶାଇ ପତଳା କରା ଯାଇନଥିବା(ଆଖୁ ରସ)
ଉଦାହରଣ : ଆମେ ବୁଟ ଖାଇଲା ପରେ ଦୁଇ ଗ୍ଲାସ ଖାଣ୍ଟି ଆଖୁ ରସ ପିଇଲୁ
(गन्ने या ऊख का रस) जो जल मिलाकर पतला न किया गया हो।
ସଂସ୍ଥାପନ କରନ୍ତୁ