ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାସ୍ତବରେ
ଉଦାହରଣ : ବାସ୍ତବିକ୍, ମୁଁ ଆପଣଙ୍କ ନାଁ ଭୁଲି ଯାଇଥିଲି ପ୍ରକୃତରେ, ମୁଁ ଆପଣଙ୍କ ନାଁ ଭୁଲି ଯାଇଥିଲି
ସମକକ୍ଷ : ଅସଲରେ, ବସ୍ତୁତଃ, ବାସ୍ତବରେ, ସତରେ
वास्तव में।
As a sentence modifier to add slight emphasis.
ଅର୍ଥ : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍
ଉଦାହରଣ : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି
ସମକକ୍ଷ : ଅସଲି, ଠିକ୍, ପ୍ରକୃତ, ଯଥାର୍ଥ, ସତ୍ୟ
जो वास्तव में हो या हुआ हो या बिल्कुल ठीक।
ସଂସ୍ଥାପନ କରନ୍ତୁ