ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମିଶ୍ରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମିଶ୍ରିତ   ବିଶେଷଣ

ଅର୍ଥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ

ଉଦାହରଣ : ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍‌

ସମକକ୍ଷ : ଅବିମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ

जो बिना मिलावट का हो या एकदम अच्छा।

आज-कल बाज़ार में खरा सौदा मिलना मुश्किल है।
अनमेल, अमिश्र, अमिश्रित, असल, असली, उक्ष, खरा, ख़ालिस, खालिस, चोखा, त्रुटिरहित, त्रुटिहीन, निख़ालिस, निखालिस, बढ़िया, बेमिलावटी, विशुद्ध, शुद्ध

Free of extraneous elements of any kind.

Pure air and water.
Pure gold.
Pure primary colors.
The violin's pure and lovely song.
Pure tones.
Pure oxygen.
pure

ଅର୍ଥ : ଯାହା ମିଶ୍ରିତ ନୁହେଁ

ଉଦାହରଣ : ସୁନା ଗୋଟିଏ ଅମିଶ୍ରିତ ଧାତୁ

ସମକକ୍ଷ : ବିଶୁଦ୍ଧ

ଅର୍ଥ : ମିଶ୍ରଣ ନ ହେବାଯୋଗ୍ୟ ବା ମିଶ୍ରଣ ଅଯୋଗ୍ୟ

ଉଦାହରଣ : ଜଳରେ ଅମିଶ୍ରଣୀୟ ବସ୍ତୁଗୁଡ଼ିକର ସୂଚୀ ପ୍ରସ୍ତୁତ କରନ୍ତୁ

ସମକକ୍ଷ : ଅମିଶ୍ରଣୀୟ

न मिलने योग्य या मिश्रण के अयोग्य।

जल में अमिश्रणीय वस्तुओं की सूची तैयार कीजिए।
अमिश्रणीय

ଅର୍ଥ : ମିଳି ନ ଥିବା

ଉଦାହରଣ : ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି

ସମକକ୍ଷ : ଅଲଗା

जो घुला या मिला हुआ न हो।

शरबत की अघुलित शक्कर बर्तन की तली पर बैठ गई है।
अघुलित, अमिलित, अमिश्रित

Retaining a solid form.

Undissolved sugar in the bottom of the cup.
undissolved