ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲଗା   ବିଶେଷ୍ୟ

ଅର୍ଥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ

ଉଦାହରଣ : ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା

ସମକକ୍ଷ : ପୃଥକ, ବିଚ୍ଛେଦ, ଭିନେ

The state of being several and distinct.

discreteness, distinctness, separateness, severalty

ଅର୍ଥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ

ଉଦାହରଣ : ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ

ସମକକ୍ଷ : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ

काट या छेदकर अलग करने की क्रिया।

रोग का प्रसारण रोकने के लिए पाद-विच्छेदन आवश्यक है।
विच्छेद, विच्छेदन

ଅର୍ଥ : ଅଲଗା ବା ପୃଥକ ହୋଇଥିବା ବସ୍ତୁ

ଉଦାହରଣ : ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ

ସମକକ୍ଷ : ପୃଥକ

अलग या पृथक की हुई वस्तु।

पृथक्कृत वस्तुओं में मेरा सामान नहीँ है।
अलगाई वस्तु, अवलेख, पृथक्कृत वस्तु

ଅର୍ଥ : ଅଲଗା କରିବାର କର୍ମ ବା ଭାବ

ଉଦାହରଣ : ମାଆ ସମସ୍ତଙ୍କ କପଡାକୁ ଅଲଗା କଲେ

ସମକକ୍ଷ : ପୃଥକ

अलग करने की क्रिया या भाव।

माँ सबके कपड़े अलगाने में लगी हुई है।
अलग करना, अलगाना, अवदारण, उच्चाटन, विलगाना

ଅଲଗା   କ୍ରିୟା ବିଶେଷଣ

ଅର୍ଥ : ଅଲଗା ମତ ବା ଅନ୍ତର ହେବା

ଉଦାହରଣ : ଦୂରେଇ ଛିଡ଼ା ହୁଅ

ସମକକ୍ଷ : ଦୂରରେ, ଦୂରେଇ

विस्तार के विचार से अन्तर पर।

दूर हटकर खड़े हो।
अलग, दूर, परे

From a particular thing or place or position (`forth' is obsolete).

Ran away from the lion.
Wanted to get away from there.
Sent the children away to boarding school.
The teacher waved the children away from the dead animal.
Went off to school.
They drove off.
Go forth and preach.
away, forth, off

ଅର୍ଥ : ଗୋଟିଏ ପକ୍ଷ ବା ଦୂର

ଉଦାହରଣ : ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ

ସମକକ୍ଷ : ଅନ୍ୟଆଡ଼ର, ଦୂରର

एक ओर या दूर।

देना-दिलाना तो दरकिनार, उन्होंने सीधी तरह से बात भी नहीं की।
अलग, अलहदा, एक ओर, एक तरफ़, दरकिनार, दूर

Placed or kept separate and distinct as for a purpose.

Had a feeling of being set apart.
Quality sets it apart.
A day set aside for relaxing.
apart, aside

ଅଲଗା   ବିଶେଷଣ

ଅର୍ଥ : ଏହାକୁ ଛାଡ଼ି ଅନ୍ୟ କିଛି ବା ଅଲଗା

ଉଦାହରଣ : ବଢ଼ୁଥିବା ଜନସଂଖ୍ୟାର ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ବି ଦେଖାଗଲାଣି

ସମକକ୍ଷ : ଅନ୍ୟ, ଭିନ୍ନ

ଅର୍ଥ : ଯାହାର ବିଭାଜନ ହୋଇଛି

ଉଦାହରଣ : ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା

ସମକକ୍ଷ : ବିଭକ୍ତ, ବିଭାଜିତ, ଭେଦିତ

जिसका विभाजन हुआ हो।

भारत में विभाजित राज्यों की संख्या में वृद्धि हो रही है।
अलग, अवदारित, अवदीर्ण, परिच्छिन्न, प्रतिभिन्न, भेदित, विभक्त, विभाजित

Separated into parts or pieces.

Opinions are divided.
divided

ଅର୍ଥ : ଯାହା ଯୋଡ଼ା,ମିଶା, ବା ଲଗା ହୋଇନଥାଏ

ଉଦାହରଣ : କେତେକ ଭାଷାରେ କେବଳ ଅସଂଯୁକ୍ତ ଶବ୍ଦ ହିଁ ଥାଏମୋ ଘର ତା ଘର ଠାରୁ ଅଲଗା

ସମକକ୍ଷ : ଅସଂବଦ୍ଧ, ଅସଂଯୁକ୍ତ, ପୃଥକ, ବିଯୁକ୍ତ

जो जुड़ा, सटा या लगा हुआ न हो।

कुछ भाषाओं में केवल असंयुक्त शब्द ही होते हैं।
मेरा घर उसके घर से अलग है।
अजुड़ा, अजोड़, अपृक्त, अमिलित, अयुक्त, अयुत, अलग, अश्लिष्ट, असंग, असंबद्ध, असंयुक्त, असंयोजित, असंलग्न, असंश्लिष्ट, असंसक्त, असंसृष्ट, असंहत, असङ्ग, जुदा, पृथक, पृथक्, वियुक्त, विलग

Not fixed in position.

The detached shutter fell on him.
He pulled his arm free and ran.
detached, free

ଅର୍ଥ : ମିଳି ନ ଥିବା

ଉଦାହରଣ : ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି

ସମକକ୍ଷ : ଅମିଶ୍ରିତ

जो घुला या मिला हुआ न हो।

शरबत की अघुलित शक्कर बर्तन की तली पर बैठ गई है।
अघुलित, अमिलित, अमिश्रित

Retaining a solid form.

Undissolved sugar in the bottom of the cup.
undissolved