ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୃଥକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୃଥକ   ବିଶେଷ୍ୟ

ଅର୍ଥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ

ଉଦାହରଣ : ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା

ସମକକ୍ଷ : ଅଲଗା, ବିଚ୍ଛେଦ, ଭିନେ

The state of being several and distinct.

discreteness, distinctness, separateness, severalty

ଅର୍ଥ : ଅଲଗା ବା ପୃଥକ ହୋଇଥିବା ବସ୍ତୁ

ଉଦାହରଣ : ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ

ସମକକ୍ଷ : ଅଲଗା

अलग या पृथक की हुई वस्तु।

पृथक्कृत वस्तुओं में मेरा सामान नहीँ है।
अलगाई वस्तु, अवलेख, पृथक्कृत वस्तु

ଅର୍ଥ : ଅଲଗା କରିବାର କର୍ମ ବା ଭାବ

ଉଦାହରଣ : ମାଆ ସମସ୍ତଙ୍କ କପଡାକୁ ଅଲଗା କଲେ

ସମକକ୍ଷ : ଅଲଗା

अलग करने की क्रिया या भाव।

माँ सबके कपड़े अलगाने में लगी हुई है।
अलग करना, अलगाना, अवदारण, उच्चाटन, विलगाना

ପୃଥକ   ବିଶେଷଣ

ଅର୍ଥ : ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ

ଉଦାହରଣ : ଏଇ ଫୁଲ ସବୁଠୁ ଅଲଗା ସବୁ ଧର୍ମର ମାର୍ଗ ପୃଥକ କିନ୍ତୁ ଲକ୍ଷ୍ୟ ଏକ

ସମକକ୍ଷ : ବିଭିନ୍ନ

ଅର୍ଥ : ଯାହା ଯୋଡ଼ା,ମିଶା, ବା ଲଗା ହୋଇନଥାଏ

ଉଦାହରଣ : କେତେକ ଭାଷାରେ କେବଳ ଅସଂଯୁକ୍ତ ଶବ୍ଦ ହିଁ ଥାଏମୋ ଘର ତା ଘର ଠାରୁ ଅଲଗା

ସମକକ୍ଷ : ଅଲଗା, ଅସଂବଦ୍ଧ, ଅସଂଯୁକ୍ତ, ବିଯୁକ୍ତ

जो जुड़ा, सटा या लगा हुआ न हो।

कुछ भाषाओं में केवल असंयुक्त शब्द ही होते हैं।
मेरा घर उसके घर से अलग है।
अजुड़ा, अजोड़, अपृक्त, अमिलित, अयुक्त, अयुत, अलग, अश्लिष्ट, असंग, असंबद्ध, असंयुक्त, असंयोजित, असंलग्न, असंश्लिष्ट, असंसक्त, असंसृष्ट, असंहत, असङ्ग, जुदा, पृथक, पृथक्, वियुक्त, विलग

Not fixed in position.

The detached shutter fell on him.
He pulled his arm free and ran.
detached, free