ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଦିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଦିତ   ବିଶେଷଣ

ଅର୍ଥ : ଯାହା ଭେଦ ବା କଣା ହୋଇଛି

ଉଦାହରଣ : ସେ ଭେଦିତ ଚିହ୍ନକୁ ବାରମ୍ବାର ଭେଦକରୁଛି

जो भेदा या छेदा गया हो।

वह भेदित निशाने को बार-बार भेद रहा है।
आग्रस्त, भेदित, वेधित

ଅର୍ଥ : ଯାହାର ବିଭାଜନ ହୋଇଛି

ଉଦାହରଣ : ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା

ସମକକ୍ଷ : ଅଲଗା, ବିଭକ୍ତ, ବିଭାଜିତ

जिसका विभाजन हुआ हो।

भारत में विभाजित राज्यों की संख्या में वृद्धि हो रही है।
अलग, अवदारित, अवदीर्ण, परिच्छिन्न, प्रतिभिन्न, भेदित, विभक्त, विभाजित

Separated into parts or pieces.

Opinions are divided.
divided