ଅର୍ଥ : କାହାରିକୁ କାହାଠାରୁ ଅଲଗା କରିବା
ଉଦାହରଣ :
ରାହୁଳକୁ ବିଦେଶରେ ମିଳିଥିବା ଚାକିରି ତାକୁ ତା ଆତ୍ମୀୟଙ୍କଠାରୁ ଅଲଗା କରିଦେଲା
ଅର୍ଥ : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
ଉଦାହରଣ :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
ସମକକ୍ଷ : ଖୋଲିବା
ଅର୍ଥ : ବ୍ୟବଧାନ ବା ଅନ୍ତର ଜଣାଇବା ବା କରିବା
ଉଦାହରଣ :
ଆମେ ଅନେକ ପ୍ରକାରର ଫଳ ଅଲଗା କଲୁ
ସମକକ୍ଷ : ଅନ୍ତର କରିବା, ପାର୍ଥକ୍ୟ କରିବା, ପୃଥକ କରିବା, ବିଚ୍ଛିନ୍ନ କରିବା, ବିଭିନ୍ନତା ଦର୍ଶାଇବା, ବିଭେଦ କରିବା
ଅର୍ଥ : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
ଉଦାହରଣ :
ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
ସମକକ୍ଷ : କାଟିବା
ଅର୍ଥ : ଅଲଗା ବା ପୃଥକ କରିବା
ଉଦାହରଣ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ସମକକ୍ଷ : ବାଛିବା, ବାହାର କରିବା