ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଟାଇବା   କ୍ରିୟାପଦ

ଅର୍ଥ : ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା

ଉଦାହରଣ : ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା

ସମକକ୍ଷ : ଅଲଗା କରିବା, ଦୂର କରିବା

कल्पना, विचार आदि से छुटकारा पाना या उसे न रहने देना।

हम आपसी मन-मुटाव को मिटाएँ।
दूर करना, दूर हटाना, मिटाना, हटाना

Remove something concrete, as by lifting, pushing, or taking off, or remove something abstract.

Remove a threat.
Remove a wrapper.
Remove the dirty dishes from the table.
Take the gun from your pocket.
This machine withdraws heat from the environment.
remove, take, take away, withdraw

ଅର୍ଥ : ଶେଷ କରିବା ବା ରହିବାକୁ ନ ଦେବା

ଉଦାହରଣ : ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା

ସମକକ୍ଷ : ଭଙ୍ଗ କରିବା, ଶେଷ କରିବା, ସମାପ୍ତ କରିବା

खत्म करना या न रहने देना।

उसने राम से अपने रिश्ते तोड़ लिए।
उसने संधि तोड़ दी।
खत्म करना, टोरना, तोड़ना, तोरना, समाप्त करना

Terminate.

She interrupted her pregnancy.
Break a lucky streak.
Break the cycle of poverty.
break, interrupt