ଅର୍ଥ : ପ୍ରସିଦ୍ଧ ସଂସ୍କୃତ ଅମରକୋଷର ରଚୟିତା
ଉଦାହରଣ :
ଅମରସିଂହ ଚତୁର୍ଥ ଶତାବ୍ଦୀରେ ଅମରକୋଷ ରଚନା କରିଥିଲେ
ସମକକ୍ଷ : ଅମରସିଂହ
ଅର୍ଥ : ବିବାହ ପୂର୍ବରୁ ବର-କନ୍ୟାଙ୍କ ରାଶିବର୍ଗର ସଂଯୋଗ ନିମନ୍ତେ ନକ୍ଷତ୍ରମାନଙ୍କର ଗୋଟିଏ ଗଣ
ଉଦାହରଣ :
ଅମର ଗଣ ବର-କନ୍ୟାଙ୍କ ନିମନ୍ତେ ଶୁଭଦାୟୀ ହେବ
ସମକକ୍ଷ : ଅମର ଗଣ
ଅର୍ଥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
ଉଦାହରଣ :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
ସମକକ୍ଷ : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ