ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷୟ   ବିଶେଷ୍ୟ

ଅର୍ଥ : ବିନାଶର ଅଭାବ

ଉଦାହରଣ : ଆପଣ କଣ ଜଗତର ବସ୍ତୁ ସମୂହକୁ ଅବିନାଶୀ ରୂପେ କଳ୍ପନା କରିପାରିବେ

ସମକକ୍ଷ : ଅବିନାଶୀ, ଚିରଞ୍ଜିବୀ

विनाश का अभाव।

क्या आप जगत में वस्तुओं के अविनाश की कल्पना कर सकते हैं।
अक्षय, अविनाश

ଅକ୍ଷୟ   ବିଶେଷଣ

ଅର୍ଥ : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ

ଉଦାହରଣ : ଏହି ଶରୀର କେବେବି ଅକ୍ଷୟ ନୁହେଁ

ସମକକ୍ଷ : ଅମର, ଚିରସ୍ଥାୟୀ

जो जर्जर या जीर्ण न हो।

यह शरीर कभी भी अजीर्ण नहीं रह सकता।
अजर्जर, अजीर्ण

Not damaged or diminished in any respect.

His speech remained unimpaired.
unimpaired

ଅର୍ଥ : ସବୁବେଳେ ଏକାଭଳି ରହିବାଲୋକ

ଉଦାହରଣ : କେବଳ ଆତ୍ମା ହିଁ ଅବ୍ୟୟ,ଆଉସବୁର ବ୍ୟୟ ହୋଇଥାଏ

ସମକକ୍ଷ : ଅବ୍ୟୟ

सदा एक जैसा रहनेवाला।

एक आत्मा अव्यय है बाकी सब का व्यय होता है।
अक्षय, अक्षय्य, अक्षित, अखय, अखै, अव्यय