ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀର୍ଘାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀର୍ଘାୟୁ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚେ

ଉଦାହରଣ : ଜାପାନରେ ଦୀର୍ଘାୟୁମାନଙ୍କ ସଂଖ୍ୟା ଅଧିକ

ସମକକ୍ଷ : ଅତିଜୀବୀ, ଦୀର୍ଘଜୀବୀ

वह व्यक्ति जो अधिक दिनों तक जीता है या अधिक आयु वाला व्यक्ति।

जापान में अतिजीवियों की संख्या अधिक है।
अतिजीवी, अत्यायु

ଅର୍ଥ : ଦୀର୍ଘଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ଲୋକ

ଉଦାହରଣ : ଆମେ ସମସ୍ତଙ୍କ ଦୀର୍ଘଜୀବନ କାମନା କରୁଛୁ

ସମକକ୍ଷ : ଦୀର୍ଘଜୀବନ

लम्बे समय तक बना रहने वाला जीवन।

हम सभी लोगों के दीर्घजीवन की कामना करते हैं।
दीर्घजीवन, दीर्घजीविता, दीर्घायुता, दीर्घायुष्य

ଦୀର୍ଘାୟୁ   ବିଶେଷଣ

ଅର୍ଥ : ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିବା ବାଲା

ଉଦାହରଣ : ଦୀର୍ଘାୟୁ ରାଘବର ବୟସ ୧୦୫ ବର୍ଷ

ସମକକ୍ଷ : ଅତିଜୀବିତ, ଅତିଜୀବୀ, ଦୀର୍ଘଜୀବୀ

ଅର୍ଥ : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ

ଉଦାହରଣ : ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ

ସମକକ୍ଷ : ଅମର, ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ବୁଢ଼ାଟେ ହେଇଥା

जो बहुत दिनों तक जीता रहे।

कुछ चिरंजीव ऋषि हिमालय की गुफाओं में रहते हैं।
अतिजीवित, अतिजीवी, अमृतासु, आयुष्मान, आयुष्मान्, चिरंजी, चिरंजीव, चिरंजीवी, चिरजीवी, चिरायु, जैवातृक, दीर्घजीवी, दीर्घायु

Existing for a long time.

Hopes for a durable peace.
A long-lasting friendship.
durable, lasting, long-lasting, long-lived