ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନାଶର ଅଭାବ
ଉଦାହରଣ : ଆପଣ କଣ ଜଗତର ବସ୍ତୁ ସମୂହକୁ ଅବିନାଶୀ ରୂପେ କଳ୍ପନା କରିପାରିବେ
ସମକକ୍ଷ : ଅକ୍ଷୟ, ଅବିନାଶୀ
विनाश का अभाव।
ଅର୍ଥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
ଉଦାହରଣ : ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
ସମକକ୍ଷ : ଅମର, ଅମର୍ତ୍ୟ, କାଳଜୟୀ, କାଳାତୀତ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
जो कभी मरे नहीं या जिसने मृत्यु को जीत लिया हो।
Not subject to death.
ସଂସ୍ଥାପନ କରନ୍ତୁ
अमेजन से खरीदेँ