ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଳାତୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଳାତୀତ   ବିଶେଷଣ

ଅର୍ଥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି

ଉଦାହରଣ : ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ

ସମକକ୍ଷ : ଅମର, ଅମର୍ତ୍ୟ, କାଳଜୟୀ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ

जो कभी मरे नहीं या जिसने मृत्यु को जीत लिया हो।

पौराणिक कहानियों के अनुसार अमृत पीने से जीव अमर हो जाता है।
अमर, अमरण, अमर्त, अमर्त्य, कालजयी, कालजीत, कालातीत, चिरंजी, चिरंजीव, चिरंजीवी, चिरजीवी, मृत्यु विजेता, मृत्युंजयी

Not subject to death.

immortal

ଅର୍ଥ : ସବୁବେଳେ ରହିବା ବାଲା

ଉଦାହରଣ : ଇଶ୍ୱର ହେଉଛନ୍ତି ଶାଶ୍ୱତ

ସମକକ୍ଷ : ଅନନ୍ତ, ଅବିନଶ୍ୱର, ଅବିନାଶୀ, ଚିରସ୍ଥାୟୀ, ନିତ୍ୟ, ଶାଶ୍ୱତ, ସନାତନ

बहुत दिनों तक बना रहनेवाला।

चिरस्थायी कृषि के लिए जैविक खेती का विकास आवश्यक है।
अकाल, अखीन, कालातीत, चिर-स्थाई, चिर-स्थायी, चिरस्थाई, चिरस्थायी

Unaffected by time.

Few characters are so dateless as Hamlet.
Helen's timeless beauty.
dateless, timeless

ଅର୍ଥ : ଯାହାର ସମୟ ବିତିଯାଇଛି

ଉଦାହରଣ : ସମୟ ଅତିକ୍ରାନ୍ତ ଔଷଧ ସେବନ କରିବା ବିପଦଜ୍ଜନକ ହୋଇପାରେ

ସମକକ୍ଷ : ଅବଧି ସମାପ୍ତ, ସମୟ ଅତିକ୍ରାନ୍ତ

जिसका समय बीत गया हो।

कालातीत दवाइयों का सेवन खतरनाक हो सकता है।
अवधि समाप्त, कालातीत

Having come to an end or become void after passage of a period of time.

An expired passport.
Caught driving with an expired license.
expired