ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜ୍ଞାନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜ୍ଞାନତା   ବିଶେଷ୍ୟ

ଅର୍ଥ : ମୂର୍ଖ ହେବାର ଅବସ୍ଥା ବା ଭାବ

ଉଦାହରଣ : କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା

ସମକକ୍ଷ : ଅଜ୍ଞତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା

The trait of acting stupidly or rashly.

folly, foolishness, unwiseness

ଅର୍ଥ : ବିଦ୍ୟାର ଅଭାବ

ଉଦାହରଣ : ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ

ସମକକ୍ଷ : ଅଜ୍ଞାତା, ଅବିଦ୍ୟା, ଜ୍ଞାନହୀନତା

विद्या का अभाव।

आप विद्या प्राप्त कर अपनी अविद्या को दूर कर सकते हैं।
अज्ञता, अज्ञान, अज्ञानता, अविज्ञता, अविद्या, ज्ञानहीनता

The lack of knowledge or education.

ignorance

ଅର୍ଥ : ଜ୍ଞାନ ନହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ

ସମକକ୍ଷ : ଜ୍ଞାନହୀନତା

ज्ञान न होने की अवस्था या भाव।

सच्चा गुरु अज्ञानता को दूर करके व्यक्ति के जीवन को ज्ञान रूपी प्रकाश से भर देता है।
अंधकार, अजानता, अज्ञान, अज्ञानता, अज्ञानपन, अन्धकार, अप्रत्यक्षा, अयानप, अयानपन, अवित्ति, अविवेक, अविवेकता, अविवेकत्व, जहल, जिहालत, ज्ञानहीनता, तम, तमस, तमस्, मूढ़ता, मोह

The lack of knowledge or education.

ignorance