ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ ମଧ୍ୟ ସୁଖ-ଦୁଃଖକୁ ଅନୁଭବ କରିହୁଏ
ଉଦାହରଣ : ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ
ସମକକ୍ଷ : ଅନୁଭୂତି
ऐसा मानसिक व्यापार जिसकी बाहरी प्रतिक्रिया तो नहीं होती फिर भी जिससे सुख-दुख का अनुभव होता है।
An unelaborated elementary awareness of stimulation.
ଅର୍ଥ : ଯେଉଁ ଘଟଣା ଧରିହୁଏ ବା ବୁଝିହୁଏ
ଉଦାହରଣ : ଆଜି ମୋର ଗୋଟିଏ ଅଦ୍ଭୁତ ଅନୁଭବ ହେଲା
वह घटना जो किसी के साथ घटी हो या जिससे कोई गुजरा हो।
An event as apprehended.
ଅର୍ଥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
ଉଦାହରଣ : ଏହି କାମ ବିଷୟରେ ତା’ର ଅନୁଭବ ଅଛି
ସମକକ୍ଷ : ଜ୍ଞାତ, ଭାବ
वह ज्ञान जो कोई काम या प्रयोग करने से प्राप्त हो।
The accumulation of knowledge or skill that results from direct participation in events or activities.
ସଂସ୍ଥାପନ କରନ୍ତୁ