ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭୂତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭୂତି   ବିଶେଷ୍ୟ

ଅର୍ଥ : ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ ମଧ୍ୟ ସୁଖ-ଦୁଃଖକୁ ଅନୁଭବ କରିହୁଏ

ଉଦାହରଣ : ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ

ସମକକ୍ଷ : ଅନୁଭବ

ऐसा मानसिक व्यापार जिसकी बाहरी प्रतिक्रिया तो नहीं होती फिर भी जिससे सुख-दुख का अनुभव होता है।

बेसुध शरीर अनुभूति से शून्य होता है।
अनुभव, अनुभूति, अहसास, एहसास, संज्ञा, संवेदना

An unelaborated elementary awareness of stimulation.

A sensation of touch.
aesthesis, esthesis, sensation, sense datum, sense experience, sense impression