ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ଞାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ଞାତ   ବିଶେଷ୍ୟ

ଅର୍ଥ : ବୋଧ ହେବାର ଅବସ୍ଥା ବା ଭାବ

ଉଦାହରଣ : ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ

ସମକକ୍ଷ : ଅବବୋଧନ, ବୋଧ

बोध होने की अवस्था या क्रिया।

नेत्रहीन को स्पर्श आदि से वस्तुओं का अवबोधन होता है।
अवबोधन, बोधन

The process of perceiving.

perception

ଅର୍ଥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ

ଉଦାହରଣ : ଏହି କାମ ବିଷୟରେ ତା’ର ଅନୁଭବ ଅଛି

ସମକକ୍ଷ : ଅନୁଭବ, ଭାବ

वह ज्ञान जो कोई काम या प्रयोग करने से प्राप्त हो।

उसे इस काम का अनुभव है।
अनुभव, तजरबा, तजरुबा, तजर्बा, तजुरबा, तजुर्बा

The accumulation of knowledge or skill that results from direct participation in events or activities.

A man of experience.
Experience is the best teacher.
experience

ଜ୍ଞାତ   ବିଶେଷଣ

ଅର୍ଥ : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ

ଉଦାହରଣ : ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ

ସମକକ୍ଷ : ଅବଗତ, ଜ୍ଞେୟ, ବୋଧଗମ୍ୟ

जो जाना जा सके या जानने योग्य हो।

ईश्वर सहृदय व्यक्तियों के लिए ज्ञेय है।
अभिमंतव्य, अभिमन्तव्य, अवगत, अवधेय, ग्राह्य, ज्ञातव्य, ज्ञानगम्य, ज्ञेय, बोधगम्य, बोध्य, वेदितव्य

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ଯାହା ଭଲ ଭାବେ ଜଣା

ଉଦାହରଣ : ସେ କଥା ମୋତେ ଜ୍ଞାତ

ସମକକ୍ଷ : ପରିଜ୍ଞାତ

जो अच्छी तरह से जाना हुआ हो।

यह बात मेरे लिए परिज्ञात है।
परिज्ञात, प्रज्ञात, विज्ञात, संज्ञात

Widely or fully known.

A well-known politician.
Well-known facts.
A politician who is well known.
These facts are well known.
well-known

ଅର୍ଥ : ଚିହ୍ନିବାର ଯୋଗ୍ୟ

ଉଦାହରଣ : ତା ଦଗ୍ଧ ମୁଖ ଜ୍ଞାତ ଉପଯୋଗୀ ରହିଲା ନାହିଁ

ସମକକ୍ଷ : ଚିହ୍ନିତ, ପରିଚିତ

पहचानने योग्य।

उसका दग्ध-मुख अभिज्ञेय नहीं रह गया।
अभिज्ञेय

Capable of being recognized.

placeable, recognisable, recognizable

ଅର୍ଥ : ଯାହା ଜଣା ଯାଇଛି

ଉଦାହରଣ : ମୋତେ ସେ କଥା ଜଣା

ସମକକ୍ଷ : ଅବଗତ, ଜଣା, ବିଦିତ, ମାଲୁମ୍‌

Apprehended with certainty.

A known quantity.
The limits of the known world.
A musician known throughout the world.
A known criminal.
known