ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାବ   ବିଶେଷ୍ୟ

ଅର୍ଥ : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ

ଉଦାହରଣ : ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ

ସମକକ୍ଷ : ହାବଭାବ

शरीर की वह स्थिति जिसके द्वारा चित्त का भाव प्रकट होता है।

सहयात्री की चेष्टाएँ देख हम सतर्क हो गए।
अंदाज, अंदाज़, अध्यवसान, अन्दाज, अन्दाज़, आँगिक, आंगिक, चेष्टा, रुख, रुख़, हाव-भाव, हावभाव

Dignified manner or conduct.

bearing, comportment, mien, presence

ଅର୍ଥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ

ଉଦାହରଣ : ଏହି କାମ ବିଷୟରେ ତା’ର ଅନୁଭବ ଅଛି

ସମକକ୍ଷ : ଅନୁଭବ, ଜ୍ଞାତ

वह ज्ञान जो कोई काम या प्रयोग करने से प्राप्त हो।

उसे इस काम का अनुभव है।
अनुभव, तजरबा, तजरुबा, तजर्बा, तजुरबा, तजुर्बा

The accumulation of knowledge or skill that results from direct participation in events or activities.

A man of experience.
Experience is the best teacher.
experience

ଅର୍ଥ : ଯେଉଁଥିରେ ହେବାର କ୍ରିୟା ନିହିତ

ଉଦାହରଣ : ସୁନ୍ଦରତାରେ ସୁନ୍ଦର ହେବାର ଭାବ ରହିଛି

वह जिसमें होने की क्रिया निहित हो।

सुंदरता में सुंदर होने का भाव है।
भाव

ଅର୍ଥ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ

ଉଦାହରଣ : ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ

ସମକକ୍ଷ : ଅଭିପ୍ରାୟ, ଅର୍ଥ, ତାତ୍ପର୍ଯ୍ୟ, ମାନେ

वह संकल्पना जो किसी शब्द, पद या वाक्य आदि से निकलता है और जिसका बोध कराने के लिए वह शब्द या पद लोक में प्रचलित होता है।

कभी-कभी सूरदास के पदों का अर्थ निकालना मुश्किल हो जाता है।
अंतर्भाव, अध्यवसान, अन्तर्भाव, अभिप्राय, अरथ, अर्थ, आकूत, आकूति, आशय, आसय, तात्पर्य, भाव, मतलब, माने, मायने

The idea that is intended.

What is the meaning of this proverb?.
meaning, substance

ଅର୍ଥ : ନାୟିକାର ସ୍ବାଭାବିକ ଚେଷ୍ଟା ଯାହା ସଂଭୋଗ ସମୟରେ ପୁରୁଷକୁ ଆକର୍ଷିତ କରିଥାଏ

ଉଦାହରଣ : ସାହିତ୍ୟରେ ଏଗାରଟି ଭାବ ଥିବା ଗୃହୀତ

संयोग के समय नायिका की स्वाभाविक चेष्टाएँ जो पुरुष को आकर्षित करती हैं।

साहित्य में ग्यारह हाव गिनाए गए हैं।
हाव