ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ମତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ମତି   ବିଶେଷ୍ୟ

ଅର୍ଥ : ସହମତ ହେବାର କ୍ରିୟା ଅବସ୍ଥା ବା ଭାଗ

ଉଦାହରଣ : ସେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ହୋଇଗଲା ସେହି ପ୍ରସଙ୍ଗରେ ସମସ୍ତଙ୍କ ସହମତି ମିଳିଲାପରେ ହିଁ ଭବିଷ୍ୟତ କାର୍ଯ୍ୟକ୍ରମ କରାଯିବ

ସମକକ୍ଷ : ବୁଝାମଣା, ସହମତି

सहमत होने की क्रिया,अवस्था या भाव।

उन दोनों में सहमति हो गई है।
इस प्रकरण पर सबकी सहमति मिलने के बाद ही आगे की कार्यवाही की जायेगी।
अग्रीमंट, अग्रीमन्ट, अग्रीमेंट, अग्रीमेन्ट, इत्तफ़ाक़, इत्तफाक, इत्तिफ़ाक़, इत्तिफाक, करार, तजवीज, तजवीज़, रज़ामंदी, रज़ामन्दी, रजामंदी, रजामन्दी, सम्मति, सहमति

Agreement with a statement or proposal to do something.

He gave his assent eagerly.
A murmur of acquiescence from the assembly.
acquiescence, assent

ଅର୍ଥ : ଛୁଟି ନିମନ୍ତେ ଅନୁମତି

ଉଦାହରଣ : ଘରକୁ ଯିବା ନିମନ୍ତେ ତୁମେ ପନ୍ଦର ଦିନ ପୂର୍ବରୁ ଅନୁମତି ନେବା ଆବଶ୍ୟକ

ସମକକ୍ଷ : ଅନୁଜ୍ଞା, ଅନୁମତି

वह दिन जिसमें काम पर से अनुपस्थित रहने की स्वीकृति मिली हो।

घर जाने के लिए मेरी पंद्रह दिन की छुट्टी मंजूर हो गई है।
अवकाश, छुट्टी, रज़ा, रजा

ଅର୍ଥ : ହଁ କରିବାର ପ୍ରକ୍ରିୟା

ଉଦାହରଣ : ବାପାଙ୍କ ସ୍ୱୀକୃତି ପରେ ଯାଇ ମୁଁ ଏ କାମ କରିବି

ସମକକ୍ଷ : ସ୍ୱୀକୃତି

हाँ कहने की क्रिया।

पिताजी की हामी के बाद ही मैं यह काम करूँगा।
हामी

An affirmative.

I was hoping for a yes.
yes