ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନିଷ୍ଟ   ବିଶେଷ୍ୟ

ଅର୍ଥ : ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ

ଉଦାହରଣ : ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ

ସମକକ୍ଷ : ଅକଲ୍ୟାଣ, ଅମଙ୍ଗଳ, ଅହିତ

वह जिससे किसी का कल्याण, मंगल या हित न हो।

आप ही इस अमंगल को रोकने का कोई उपाय बताइए।
अकल्याण, अकुशल, अनय, अनहित, अनिष्ट, अनै, अमंगल, अमङ्गल, अरिष्ट, अशंभु, अशम्भु, अशिव, अशुभ, अश्मंत, अश्मन्त, अश्रुयस, अहित

ଅର୍ଥ : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି

ଉଦାହରଣ : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ

ସମକକ୍ଷ : କ୍ଷତି, କ୍ଷୟ, ଲୋକସାନି, ହାନି

किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।

आपने घर की दीवार को जो क्षति पहुँचाई है उसकी आपको भरपाई करनी होगी।
क्षति, नुकसान, नुक़सान, हरज़ा, हरजा, हर्ज़ा, हर्जा, हानि

A damage or loss.

detriment, hurt

ଅର୍ଥ : ହିତର ବିରୋଧୀ ଭାବ

ଉଦାହରଣ : କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍‌ ନାହିଁ

ସମକକ୍ଷ : ଅପକାର, କ୍ଷତି, ହାନୀ

हित का विरोधी भाव।

किसी का भी अहित नहीं सोचना चाहिए।
अकल्याण, अनभल, अनहित, अनिष्ट, अनुपकार, अनैस, अपकार, अपकृति, अपचार, अहित, क्षति, घात, नुकसान, नुक़सान, हानि

The act of damaging something or someone.

damage, harm, hurt, scathe

ଅନିଷ୍ଟ   ବିଶେଷଣ

ଅର୍ଥ : ଯାହା ଶୁଭ ନୁହେଁ

ଉଦାହରଣ : ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ

ସମକକ୍ଷ : ଅମଙ୍ଗଳ, ଅରିଷ୍ଟ, ଅଶୁଭ

जो शुभ न हो।

बिल्ली के द्वारा रास्ता काटा जाना अशुभ माना जाता है।
अक्षेम, अमंगल, अमङ्गल, अमांगलिक, अमाङ्गलिक, अरिष्ट, अशुभ, दग्ध, मनहूस

Marked by or promising bad fortune.

Their business venture was doomed from the start.
An ill-fated business venture.
An ill-starred romance.
The unlucky prisoner was again put in irons.
doomed, ill-fated, ill-omened, ill-starred, unlucky