ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ଉଦାହରଣ : କାହାରି କ୍ଷତି କରନାହିଁ
ସମକକ୍ଷ : ଅକଲ୍ୟାଣ, ଅପକାର, ଅମଙ୍ଗଳ, ଅହିତ, ନୋକସାନ, ଲୋକସାନ, ହାନି
उपकार के विपरीत काम या अनुचित या बुरा काम।
A damage or loss.
ଅର୍ଥ : କୌଣସି ବେପାରଆଦିରେ ହେଉଥିବା କ୍ଷତି
ଉଦାହରଣ : ଏହି ବେପାରରେ ମୋର ଖାଲି କ୍ଷତି ହେଲା
ସମକକ୍ଷ : ଘାଟା, ଲୋକସାନ, ହାନି
किसी लेन-देन, व्यापार आदि में होने वाली आर्थिक कमी।
Gradual decline in amount or activity.
ଅର୍ଥ : ଖରାପ ବା କଷ୍ଟକର ହୋଇଥିବା ପରିଣାମ
ଉଦାହରଣ : ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
ସମକକ୍ଷ : ହାନି
बुरा या तकलीफ के रूप में होने वाला परिणाम।
The occurrence of a change for the worse.
ଅର୍ଥ : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
ଉଦାହରଣ : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
ସମକକ୍ଷ : ଅନିଷ୍ଟ, କ୍ଷୟ, ଲୋକସାନି, ହାନି
किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
ଅର୍ଥ : ହିତର ବିରୋଧୀ ଭାବ
ଉଦାହରଣ : କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍ ନାହିଁ
ସମକକ୍ଷ : ଅନିଷ୍ଟ, ଅପକାର, ହାନୀ
हित का विरोधी भाव।
The act of damaging something or someone.
ଅର୍ଥ : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
ଉଦାହରଣ : ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
ସମକକ୍ଷ : ଆଘାତ, ବ୍ୟଥା
किसी के द्वारा पहुँचाई हुई हानि।
ସଂସ୍ଥାପନ କରନ୍ତୁ