ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକଲ୍ୟାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକଲ୍ୟାଣ   ବିଶେଷ୍ୟ

ଅର୍ଥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ

ଉଦାହରଣ : କାହାରି କ୍ଷତି କରନାହିଁ

ସମକକ୍ଷ : ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ, ହାନି

उपकार के विपरीत काम या अनुचित या बुरा काम।

कभी किसी का अपकार नहीं करना चाहिए।
किसी को अनावश्यक क्षति पहुँचाना उचित नहीं है।
अकाज, अकारज, अनर्थ, अपकार, अपकृति, अपच्छेद, क्षति, गजब, गज़ब, ग़ज़ब, नुकसान, नुक़सान, बदी, बिगाड़, हरज, हर्ज, हानि

A damage or loss.

detriment, hurt

ଅର୍ଥ : ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ

ଉଦାହରଣ : ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ

ସମକକ୍ଷ : ଅନିଷ୍ଟ, ଅମଙ୍ଗଳ, ଅହିତ

वह जिससे किसी का कल्याण, मंगल या हित न हो।

आप ही इस अमंगल को रोकने का कोई उपाय बताइए।
अकल्याण, अकुशल, अनय, अनहित, अनिष्ट, अनै, अमंगल, अमङ्गल, अरिष्ट, अशंभु, अशम्भु, अशिव, अशुभ, अश्मंत, अश्मन्त, अश्रुयस, अहित