ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୁଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୁଭ   ବିଶେଷ୍ୟ

ଅର୍ଥ : ଅଶୁଭ ବା ଖରାପ ଲକ୍ଷଣ

ଉଦାହରଣ : କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ

ସମକକ୍ଷ : ଅଲକ୍ଷଣ, ଅଶୁଭ ଲକ୍ଷଣ, କୁଲକ୍ଷଣ

अशुभ या बुरा लक्षण।

कहीं जाते समय बिल्ली का रास्ता काटना कुलक्षण माना जाता है।
अलक्षण, अशुभ चिह्न, अशुभ लक्षण, कुलक्ष, कुलक्षण, कुलक्षन, कुलच्छन, बुरा लक्षण

An unfavorable omen.

foreboding

ଅଶୁଭ   ବିଶେଷଣ

ଅର୍ଥ : ଯାହା ଶୁଭ ନୁହେଁ

ଉଦାହରଣ : ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ

ସମକକ୍ଷ : ଅନିଷ୍ଟ, ଅମଙ୍ଗଳ, ଅରିଷ୍ଟ

जो शुभ न हो।

बिल्ली के द्वारा रास्ता काटा जाना अशुभ माना जाता है।
अक्षेम, अमंगल, अमङ्गल, अमांगलिक, अमाङ्गलिक, अरिष्ट, अशुभ, दग्ध, मनहूस

Marked by or promising bad fortune.

Their business venture was doomed from the start.
An ill-fated business venture.
An ill-starred romance.
The unlucky prisoner was again put in irons.
doomed, ill-fated, ill-omened, ill-starred, unlucky