ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସହୀନ   ବିଶେଷ୍ୟ

ଅର୍ଥ : ଯାହାର ରହିବାପାଇଁ ବାସସ୍ଥାନ ବା ଘର ନଥାଏ

ଉଦାହରଣ : ମୁମ୍ବାଈରେ ଲକ୍ଷଲକ୍ଷ ବାସହୀନ ଲୋକ ରାସ୍ତାଉପରେ ଶୋଇବାପାଇଁ ବାଧ୍ୟ ହୁଅନ୍ତି

ସମକକ୍ଷ : ଗୃହହୀନ ଲୋକ, ବାସହୀନ ଲୋକ, ବେଘର

वह जिसके पास रहने के लिए आवास या घर न हो।

मुम्बई में लाखों बेघर सड़कों पर सोने के लिए मजबूर हैं।
आवासहीन, आवासहीन व्यक्ति, बेघर

ବାସହୀନ   ବିଶେଷଣ

ଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ

ଉଦାହରଣ : ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା

ସମକକ୍ଷ : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବେଘର

बिना आवास का या जिसके पास आवास न हो।

सरयू में आयी भीषण बाढ़ ने हजारो लोगों को बेघर कर दिया।
अगतिक, अगेह, अनिकेत, अमहल, अशर्म, आवासहीन, आश्रयहीन, गृहविहीन, गृहहीन, बेघर, बेघर-बार, बेघरबार

Physically or spiritually homeless or deprived of security.

Made a living out of shepherding dispossed people from one country to another.
dispossessed, homeless, roofless

ଅର୍ଥ : ଯେଉଁଥିରେ ଗନ୍ଧ ନାହିଁ

ଉଦାହରଣ : କିଛି ଫୁଲ ଗନ୍ଧହୀନ

ସମକକ୍ଷ : ଗନ୍ଧହୀନ, ନିର୍ଗନ୍ଧ

जिसमें गंध न हो।

कुछ पुष्प गंधहीन होते हैं।
गंधहीन, निगंध, निर्गंध, बासहीन, वासहीन

Having no odor.

Odorless gas.
Odorless flowers.
inodorous, odorless, odourless

ଅର୍ଥ : ଯାହାର ବାସ ନାହିଁ

ଉଦାହରଣ : ସେ ବସତିବିହୀନ କ୍ଷେତ୍ରରେ ଏକୁଟିଆ ବୁଲୁଥିଲା ସେ ବାସହୀନ ପରିବାରର ସଦସ୍ୟ

ସମକକ୍ଷ : ଉଜୁଡ଼ା, ଘରନଥିବା, ଘରହୀନ, ବସତିବିହୀନ

जो बसा हुआ न हो।

वह निरावासित क्षेत्र में अकेले घूम रहा था।
वह निरावासित परिवार का सदस्य है।
अनिवासित, अवासित, उजड़ा, उजाड़, उजार, उज्जट, ग़ैर आबाद, गैर आबाद, निरावासित