ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଘର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଘର   ବିଶେଷ୍ୟ

ଅର୍ଥ : ଯାହାର ରହିବାପାଇଁ ବାସସ୍ଥାନ ବା ଘର ନଥାଏ

ଉଦାହରଣ : ମୁମ୍ବାଈରେ ଲକ୍ଷଲକ୍ଷ ବାସହୀନ ଲୋକ ରାସ୍ତାଉପରେ ଶୋଇବାପାଇଁ ବାଧ୍ୟ ହୁଅନ୍ତି

ସମକକ୍ଷ : ଗୃହହୀନ ଲୋକ, ବାସହୀନ, ବାସହୀନ ଲୋକ

वह जिसके पास रहने के लिए आवास या घर न हो।

मुम्बई में लाखों बेघर सड़कों पर सोने के लिए मजबूर हैं।
आवासहीन, आवासहीन व्यक्ति, बेघर

ବେଘର   ବିଶେଷଣ

ଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ

ଉଦାହରଣ : ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା

ସମକକ୍ଷ : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବାସହୀନ

बिना आवास का या जिसके पास आवास न हो।

सरयू में आयी भीषण बाढ़ ने हजारो लोगों को बेघर कर दिया।
अगतिक, अगेह, अनिकेत, अमहल, अशर्म, आवासहीन, आश्रयहीन, गृहविहीन, गृहहीन, बेघर, बेघर-बार, बेघरबार

Physically or spiritually homeless or deprived of security.

Made a living out of shepherding dispossed people from one country to another.
dispossessed, homeless, roofless