ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ଉଦାହରଣ : ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ସମକକ୍ଷ : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହହୀନ, ବାସହୀନ, ବେଘର
बिना आवास का या जिसके पास आवास न हो।
Physically or spiritually homeless or deprived of security.
ସଂସ୍ଥାପନ କରନ୍ତୁ