ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାହତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାହତ   ବିଶେଷ୍ୟ

ଅର୍ଥ : ହଠ ଯୋଗ ଅନୁସାରେ ଶରୀର ଭିତରର ଷଡ଼ ଚକ୍ର ମଧ୍ୟରୁ ଗୋଟିଏ

ଉଦାହରଣ : ଅନାହତର ସ୍ଥାନ ବକ୍ଷ ସ୍ଥଳ ବୋଲି ଗ୍ରହଣ କରାଯାଇଛି

ସମକକ୍ଷ : ଅନାହତ ଚକ୍ର

हठ योग के अनुसार भीतर के छः चक्रों में से एक।

अनाहत का स्थान वक्षस्थल में माना गया है।
अनाहत, अनाहत चक्र

ଅନାହତ   ବିଶେଷଣ

ଅର୍ଥ : ଯାହାକୁ ଆଘାତ ହୋଇନାହିଁ

ଉଦାହରଣ : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ

ସମକକ୍ଷ : ଅପ୍ରତିହତ, ଅବାଧ, ଆଘାତହୀନ

जिसका विघात न हुआ हो।

अप्रतिहत खिलाड़ी मैदान में अंत तक डटे रहे।
अप्रतिहत

ଅର୍ଥ : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ

ଉଦାହରଣ : ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ

ସମକକ୍ଷ : ଅକ୍ଷତ, କ୍ଷତିହୀନ

जिसे क्षति न पहुँची हो या जो हत न हुआ हो।

अनाहत लोगों ने कार दुर्घटना में आहत लोगों की मदद की।
अक्षत, अक्षित, अनाहत, अनुपहत, क्षतिहीन

Not wounded.

unwounded

ଅର୍ଥ : ଆଘାତ ଲାଗିନଥିବା

ଉଦାହରଣ : ଅନାହତ ମାଈ ବାଛୁରୀ ଶିଘ୍ର ଠିଆ ହୋଇଗଲା

ସମକକ୍ଷ : ଅକ୍ଷତ, ଆଘାତହୀନ, କ୍ଷତହୀନ

बिना चोट लगा।

अचोट बछिया तुरन्त खड़ी हो गई।
अचोट, अप्रहत

ଅର୍ଥ : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ

ଉଦାହରଣ : ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା୤

ସମକକ୍ଷ : ଅକ୍ଷତ, ଅନାଘାତ

बिना चोट या धक्का लगा हुआ।

दंगे में एक अप्रतिघात जवान जरूरतमंदों की सहायता कर रहा था।
अप्रतिघात, बेठोकर

Not injured physically or mentally.

uninjured