ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବାଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବାଧ   ବିଶେଷଣ

ଅର୍ଥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର

ଉଦାହରଣ : ଏହି ରାସ୍ତା ଅବରୋଧହୀନ

ସମକକ୍ଷ : ଅକଣ୍ଟକ, ଅବରୋଧହୀନ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ, ବାଧାହୀନ

Freed of obstructions.

An unclogged drain.
unclogged

ଅର୍ଥ : ଯାହାକୁ ଆଘାତ ହୋଇନାହିଁ

ଉଦାହରଣ : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ

ସମକକ୍ଷ : ଅନାହତ, ଅପ୍ରତିହତ, ଆଘାତହୀନ

जिसका विघात न हुआ हो।

अप्रतिहत खिलाड़ी मैदान में अंत तक डटे रहे।
अप्रतिहत