ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାଘାତ   ବିଶେଷ୍ୟ

ଅର୍ଥ : ସଙ୍ଗୀତରେ ଏକ ବିଶେଷ ତାଳ

ଉଦାହରଣ : ସେ ଅନାଘାତର ଧୁନ ଶୁଣିବାରେ ମଗ୍ନ ଅଛି

संगीत में एक विशेष ताल।

वह अनाघात का अभ्यास कर रहा है।
अनाघात

ଅନାଘାତ   ବିଶେଷଣ

ଅର୍ଥ : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ

ଉଦାହରଣ : ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା୤

ସମକକ୍ଷ : ଅକ୍ଷତ, ଅନାହତ

बिना चोट या धक्का लगा हुआ।

दंगे में एक अप्रतिघात जवान जरूरतमंदों की सहायता कर रहा था।
अप्रतिघात, बेठोकर

Not injured physically or mentally.

uninjured