ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷତ   ବିଶେଷ୍ୟ

ଅର୍ଥ : ମାଙ୍ଗଳିକ ଅବସରରେ ପୂଜାଆଦିକାମରେ ଲାଗୁଥିବା ଅରୁଆଚାଉଳ ଯାହା ପ୍ରାୟତଃ ଦହି, ହଳଦୀ,ଚନ୍ଦନ,କେଶର ଆଦିରେ ରଞ୍ଜିତ ହୋଇଥାଏ

ଉଦାହରଣ : ବିବାହ ସମୟରେ ଅକ୍ଷତକୁ ବର ବଧୂଙ୍କ ମଥାରେ ଲଗାଯାଇଥାଏ

मांगलिक अवसरों पर पूजा आदि के काम में आनेवला वह कच्चा चावल जो प्रायः दही, रोली, चंदन, केसर आदि में रंगा हुआ होता है।

विवाह के समय आखत को वर वधू के माथे पर लगाया जाता है।
आखत

Grains used as food either unpolished or more often polished.

rice

ଅକ୍ଷତ   ବିଶେଷଣ

ଅର୍ଥ : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ

ଉଦାହରଣ : ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ

ସମକକ୍ଷ : ଅନାହତ, କ୍ଷତିହୀନ

जिसे क्षति न पहुँची हो या जो हत न हुआ हो।

अनाहत लोगों ने कार दुर्घटना में आहत लोगों की मदद की।
अक्षत, अक्षित, अनाहत, अनुपहत, क्षतिहीन

Not wounded.

unwounded

ଅର୍ଥ : ଆଘାତ ଲାଗିନଥିବା

ଉଦାହରଣ : ଅନାହତ ମାଈ ବାଛୁରୀ ଶିଘ୍ର ଠିଆ ହୋଇଗଲା

ସମକକ୍ଷ : ଅନାହତ, ଆଘାତହୀନ, କ୍ଷତହୀନ

बिना चोट लगा।

अचोट बछिया तुरन्त खड़ी हो गई।
अचोट, अप्रहत

ଅର୍ଥ : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ

ଉଦାହରଣ : ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା୤

ସମକକ୍ଷ : ଅନାଘାତ, ଅନାହତ

बिना चोट या धक्का लगा हुआ।

दंगे में एक अप्रतिघात जवान जरूरतमंदों की सहायता कर रहा था।
अप्रतिघात, बेठोकर

Not injured physically or mentally.

uninjured

ଅର୍ଥ : ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ

ଉଦାହରଣ : ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ

ସମକକ୍ଷ : ଅଖଣ୍ଡିତ, ଅଭଂଜିତ, ଅଭଙ୍ଗା

जिसका भंजन न हुआ हो या जो टूटा हुआ न हो।

सीता स्वयंवर में प्रभु राम ने अभंजित धनुष को भंजित कर दिया।
अक्षत, अखंडित, अखण्डित, अच्छत, अनवच्छिन्न, अभंजित, अलून, अव्याहत, खंडहीन, खण्डहीन