ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତିହତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତିହତ   ବିଶେଷଣ

ଅର୍ଥ : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ

ଉଦାହରଣ : ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି

ସମକକ୍ଷ : ଅପରାଜିତ, ଅପରାସ୍ତ

जो पराजित न हुआ हो या जो हराया न गया हो।

सिकंदर अपने जीवनकाल में अपराजित योद्धा बने रहे।
अनभिभूत, अपराजित, अपरास्त, अप्रतिहत, अविजित

ଅର୍ଥ : ଯାହାକୁ ଆଘାତ ହୋଇନାହିଁ

ଉଦାହରଣ : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ

ସମକକ୍ଷ : ଅନାହତ, ଅବାଧ, ଆଘାତହୀନ

जिसका विघात न हुआ हो।

अप्रतिहत खिलाड़ी मैदान में अंत तक डटे रहे।
अप्रतिहत