ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନାତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନାତନ   ବିଶେଷ୍ୟ

ଅର୍ଥ : ବ୍ରହ୍ମାଙ୍କର ଜଣେ ମାନସ ପୁତ୍ର

ଉଦାହରଣ : ସନକ, ସନନ୍ଦନ, ସନତକୁମାର ତଥା ସନାତନ - ଏହି ଚାରିଜଣଙ୍କୁ ବ୍ରହ୍ମାଙ୍କ ମାନସପୁତ୍ର ବୋଲି ଗ୍ରହଣ କରାଯାଏ

ब्रह्माजी के एक मानस पुत्र।

सनक, सनंदन, सनत्कुमार तथा सनातन ये चार ब्रह्माजी के मानस पुत्र माने जाते हैं।
सनातन

An imaginary being of myth or fable.

mythical being

ସନାତନ   ବିଶେଷଣ

ଅର୍ଥ : ସବୁବେଳେ ରହିବା ବାଲା

ଉଦାହରଣ : ଇଶ୍ୱର ହେଉଛନ୍ତି ଶାଶ୍ୱତ

ସମକକ୍ଷ : ଅନନ୍ତ, ଅବିନଶ୍ୱର, ଅବିନାଶୀ, କାଳାତୀତ, ଚିରସ୍ଥାୟୀ, ନିତ୍ୟ, ଶାଶ୍ୱତ

बहुत दिनों तक बना रहनेवाला।

चिरस्थायी कृषि के लिए जैविक खेती का विकास आवश्यक है।
अकाल, अखीन, कालातीत, चिर-स्थाई, चिर-स्थायी, चिरस्थाई, चिरस्थायी

Unaffected by time.

Few characters are so dateless as Hamlet.
Helen's timeless beauty.
dateless, timeless

ଅର୍ଥ : ବହୁତ ଦିନରୁ ଚଳି ଆସୁଥିବା

ଉଦାହରଣ : ସନାତନ ଧର୍ମରେ ପୁରାଣ, ତନ୍ତ୍ର, ମୂର୍ତ୍ତିପୂଜା ଆଦି ବିହିତ ଓ ମାନ୍ୟ

ସମକକ୍ଷ : ସନାତନୀ

बहुत दिनों से चला आया हुआ।

सनातन धर्म में पुराण, तंत्र, मूर्तिपूजा आदि विहित और मान्य हैं।
सनातन, सनातनी

Continuing forever or indefinitely.

The ageless themes of love and revenge.
Eternal truths.
Life everlasting.
Hell's perpetual fires.
The unending bliss of heaven.
aeonian, ageless, eonian, eternal, everlasting, perpetual, unceasing, unending