ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂକ   ବିଶେଷ୍ୟ

ଅର୍ଥ : ଯେତେବେଳେ କୌଣସି ପିଲାଆଦିଙ୍କୁ ଉଠାଇ ଜଙ୍ଘ ଉପରେ ଦୁଇ ହାତରେ ଧରି ବା ସେହିଭଳି ନିଜ ପେଟ, ଛାତିଆଦିରେ ଜାକି ଧରିବାର ଶାରୀରିକ ଅବସ୍ଥା

ଉଦାହରଣ : ମା’ ପିଲାକୁ କୋଳରେ ବସେଇ ଖାଦ୍ୟ ଖୁଆଉଛି

ସମକକ୍ଷ : କୋଳ, କ୍ରୋଡ଼

बैठे हुए व्यक्ति के सामने की कमर और घुटनों के बीच का भाग जिसमें बच्चे आदि को लिया जाता है और अधिकतर अपने पेट, सीने आदि से सटाया जाता है।

माँ बच्ची को गोद में बैठाकर खाना खिला रही है।
अँकवार, अँकोर, अँकोरी, अँकौर, अंक, अंकोर, अंकोरी, अंकौर, अकोर, अकोरी, अङ्क, अवछंग, उछंग, क्रोड़, गोद, गोदी, पालि

The upper side of the thighs of a seated person.

He picked up the little girl and plopped her down in his lap.
lap

ଅର୍ଥ : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା

ଉଦାହରଣ : ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ

ସମକକ୍ଷ : ଅଙ୍କ

शून्य से नौ तक की संख्या में से कोई एक।

शून्य अंक का आविष्कार आर्यभट्ट ने किया था।
अंक, अङ्क, संख्या

One of the elements that collectively form a system of numeration.

0 and 1 are digits.
digit, figure