ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଜ୍ଞପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଜ୍ଞପ୍ତି   ବିଶେଷ୍ୟ

ଅର୍ଥ : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ

ଉଦାହରଣ : ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି

ସମକକ୍ଷ : ଇସ୍ତାହାର, ବିଜ୍ଞାପନ

बिक्री आदि के माल या किसी बात की वह सूचना जो सब लोगों को, विशेषतः सामयिक पत्रों, रेडियो, दूरदर्शन आदि के द्वारा दी जाती है।

आज का समाचार-पत्र विज्ञापनों से भरा पड़ा है।
इश्तहार, इश्तिहार, विज्ञप्ति, विज्ञापन

A public promotion of some product or service.

ad, advert, advertisement, advertising, advertizement, advertizing

ଅର୍ଥ : ବତାଇବା ବା ସୂଚିତ କରିବାର ପ୍ରକ୍ରିୟା

ଉଦାହରଣ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ ସାରା ବିଶ୍ୱରେ ମୂଷାଗୁଡ଼ିକ ୩୩ କୋଟି ଟନ ଚାଉଳ ଖାଇ ଯାଉଛନ୍ତି

ସମକକ୍ଷ : ସୂଚନା

बतलाने या सूचित करने की क्रिया।

विश्व स्वास्थ्य संगठन की एक विज्ञप्ति के अनुसार सारे संसार में चूहे ३३ करोड़ टन चावल खा जाते हैं।
विज्ञप्ति

An official report (usually sent in haste).

communique, despatch, dispatch