ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିପାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିପାହୀ   ବିଶେଷ୍ୟ

ଅର୍ଥ : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍‌ ହୋଇଥାଏ

ଉଦାହରଣ : ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ

ସମକକ୍ଷ : ପଦାତି, ପଦାତିକ

शतरंज में प्रयुक्त कई गोटियों में से वह जिसकी संख्या आठ होती है और जिसका मान सबसे कम होता है।

शतरंज के खेल में प्यादा हमेशा सीधा चलता तथा तिरछा मारता है।
पादाति, पादातिक, पैदल, प्यादा, सिपाही

ଅର୍ଥ : ପ୍ରଜାଙ୍କ ଧନ ଓ ଜୀବନ ରକ୍ଷା କରୁଥିବା ସିପାହୀ ବା ଅଫିସର

ଉଦାହରଣ : ସିପାହୀ ଦୌଡ଼ିକରି ଜଣେ ଚୋରକୁ ଧରିପକେଇଲା

ସମକକ୍ଷ : ଆରକ୍ଷକ, ଆରକ୍ଷୀ, ପୁଲିସ

प्रजा की जान और माल की रक्षा करने वाला सिपाही या अफसर।

सिपाही ने दौड़कर एक चोर को पकड़ लिया।
आरक्षक, आरक्षिक, आरक्षी, जवाँ, जवां, जवान, पुलिस, पुलिसकर्मी, पुलिसवाला, सिपाही

A member of a police force.

It was an accident, officer.
officer, police officer, policeman

ଅର୍ଥ : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି

ଉଦାହରଣ : ସେ ଜଣେ ସାହସୀ ସୈନିକ

ସମକକ୍ଷ : ଯୋଦ୍ଧା, ସୈନିକ

सेना या फौज में रहकर लड़ने वाला।

वह एक बहादुर सैनिक है।
जंवा, जवाँ, जवान, जोधा, पलटनिया, फ़ौज़ी, फ़ौजी, फौजी, भट, योद्धा, योधा, लड़ाका, सिपाही, सैनिक