ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍ ହୋଇଥାଏ
ଉଦାହରଣ : ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ
ସମକକ୍ଷ : ପଦାତି, ସିପାହୀ
शतरंज में प्रयुक्त कई गोटियों में से वह जिसकी संख्या आठ होती है और जिसका मान सबसे कम होता है।
ଅର୍ଥ : ଯେଉଁ ସିପାହୀ ପାଖରେ ଘୋଡ଼ା ବା ଅନ୍ୟ କୌଣସି ବାହନ ନ ଥାଏ
ଉଦାହରଣ : ସେନା ଆକ୍ରମଣ ସମୟରେ ଶତ୍ରୁପକ୍ଷର ଶହଶହ ପଦାତିକ ମୃତାହତ ହେଲେ
ସମକକ୍ଷ : ପଦାତି, ପାଇକ
वह सिपाही जिसके पास घोड़ा या और कोई सवारी न हो।
Fights on foot with small arms.
ଅର୍ଥ : କୌଣସି ବାହାନ ଉପରେ ନଚଢ଼ି ଭୂଇଁରେ ରହି ଯୁଦ୍ଧ କରୁଥିବା ସେନାଦଳ
ଉଦାହରଣ : ପ୍ରାଚୀନ କାଳର ଯୁଦ୍ଧରେ ପଦାତିକମାନଙ୍କର ବଡ଼ ମହତ୍ୱ ଥିଲା
वह सेना जिसका सैनिक किसी वाहन पर सवार नहीं होता है अपितु भूमि पर रहकर युद्ध करता है।
An army unit consisting of soldiers who fight on foot.
ଅର୍ଥ : ପାଦରେ ଚାଲି କେଉଁଠାକୁ ଯିବା ବ୍ୟକ୍ତି
ଉଦାହରଣ : ପଦାତିକ ସୈନିକ ଶୋଷରେ କଷ୍ଟ ପାଉଥିଲେ
ସମକକ୍ଷ : ପଦଚାରୀ, ପାଦଚାରୀ
पैरों से चलकर कहीं जाने वाला।
Traveling by foot.
ସଂସ୍ଥାପନ କରନ୍ତୁ