ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୈନିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୈନିକ   ବିଶେଷ୍ୟ

ଅର୍ଥ : ଯେ ପ୍ରତିରକ୍ଷା କରେ

ଉଦାହରଣ : ସୁରକ୍ଷା ପାଇଁ ସିପାହି ସୀମାରେ ନିଯୁକ୍ତ ହୋଇଛନ୍ତି

ସମକକ୍ଷ : ଜଗୁଆଳ, ସିପାହି

वह जो प्रतिरक्षा करता है।

सुरक्षा के लिए सीमा पर सिपाही तैनात हैं।
गश्ती, गादर, जमादार, पहरेदार, सिपाही, सैनिक

A soldier who is a member of a unit called `the guard' or `guards'.

guardsman

ଅର୍ଥ : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି

ଉଦାହରଣ : ସେ ଜଣେ ସାହସୀ ସୈନିକ

ସମକକ୍ଷ : ଯୋଦ୍ଧା, ସିପାହୀ

सेना या फौज में रहकर लड़ने वाला।

वह एक बहादुर सैनिक है।
जंवा, जवाँ, जवान, जोधा, पलटनिया, फ़ौज़ी, फ़ौजी, फौजी, भट, योद्धा, योधा, लड़ाका, सिपाही, सैनिक

ସୈନିକ   ବିଶେଷଣ

ଅର୍ଥ : ସୈନ୍ୟ ସମ୍ବନ୍ଧୀୟ

ଉଦାହରଣ : ସୈନିକ ଦଳ ଜଙ୍ଗଲରେ ବିଶ୍ରାମ କରୁଛନ୍ତି

ସମକକ୍ଷ : ସେନା

सेना का या सेना संबंधी।

सैन्य दल जंगल में विश्राम कर रहा है।
फ़ौजी, फौजी, लश्करी, सैन्य

Characteristic of or associated with soldiers or the military.

Military uniforms.
military