ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
ଉଦାହରଣ : ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
ସମକକ୍ଷ : ବଳବାନ୍, ବୀର, ଶୂର
वह पुरुष जो बल या ताक़त वाला हो या साहसपूर्ण या वीरतापूर्ण कार्य करता हो।
A man distinguished by exceptional courage and nobility and strength.
ଅର୍ଥ : ଯିଏ ଯୁଦ୍ଧ କରେ
ଉଦାହରଣ : ସଚ୍ଚୋଟ ଯୋଦ୍ଧା ଯୁଦ୍ଧ ଭୂମିରେ ନିଜର ପ୍ରାଣ ଦେଇଦିଏ କିନ୍ତୁ ପଛକୁ ହଟେ ନାହିଁ
ସମକକ୍ଷ : ରଣକାରୀ, ସଂଗ୍ରାମୀ
वह जो युद्ध करता हो।
Someone engaged in or experienced in warfare.
ଅର୍ଥ : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି
ଉଦାହରଣ : ସେ ଜଣେ ସାହସୀ ସୈନିକ
ସମକକ୍ଷ : ସିପାହୀ, ସୈନିକ
सेना या फौज में रहकर लड़ने वाला।
ସଂସ୍ଥାପନ କରନ୍ତୁ