ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରକ୍ଷୀ   ବିଶେଷ୍ୟ

ଅର୍ଥ : ପ୍ରଜାଙ୍କ ଧନ ଓ ଜୀବନ ରକ୍ଷା କରୁଥିବା ସିପାହୀ ବା ଅଫିସର

ଉଦାହରଣ : ସିପାହୀ ଦୌଡ଼ିକରି ଜଣେ ଚୋରକୁ ଧରିପକେଇଲା

ସମକକ୍ଷ : ଆରକ୍ଷକ, ପୁଲିସ, ସିପାହୀ

प्रजा की जान और माल की रक्षा करने वाला सिपाही या अफसर।

सिपाही ने दौड़कर एक चोर को पकड़ लिया।
आरक्षक, आरक्षिक, आरक्षी, जवाँ, जवां, जवान, पुलिस, पुलिसकर्मी, पुलिसवाला, सिपाही

A member of a police force.

It was an accident, officer.
officer, police officer, policeman

ଅର୍ଥ : ପୋଲିସ ବିଭାଗର କାର୍ଯ୍ୟ ତଥା କର୍ତ୍ତବ୍ୟ

ଉଦାହରଣ : ଆରକ୍ଷୀଙ୍କର ଅକ୍ଷମତା ବିଷୟରେ ପ୍ରାୟତଃ ଅଭିଯୋଗ ଶୁଣିବାକୁ ମିଳେ

पुलिस विभाग के कार्य तथा कर्तव्य।

आरक्षी की अपूर्णता के विषय में प्रायः शिकायतें सुनने को मिलती है।
आरक्षी