ଅର୍ଥ : ହେଉଥିବା ଜୁଲୁମ ବିରୁଦ୍ଧରେ କିଛି ନ କହିବା
ଉଦାହରଣ :
ଇଂରେଜ ଶାସନ କାଳରେ ଭାରତବାସୀମାନେ ବହୁତ କଷ୍ଟ ବରଦାସ୍ତ କରିଥିଲେ
ଅର୍ଥ : କାହାରିଦ୍ୱାରା ଅପମାନିତ ହୋଇ ମଧ୍ୟ ତାହାର ପ୍ରତିକାର ନ କରିବା
ଉଦାହରଣ :
ମୁଁ ବହୁତ ଅପମାନ ସହିଛି
ସମକକ୍ଷ : ଅପମାନ ସହିବା