ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛନ୍ଦଶାସ୍ତ୍ର ଅନୁସାରେ ଲଘୁ ଗୁରୁର ଆଧାରରେ ତିନୋଟି ବର୍ଣ୍ଣର ସମୂହ
ଉଦାହରଣ : ଗଣଙ୍କ ସଂଖ୍ୟା ଆଠବୋଲି ଧରାଯାଏ ଏବଂ ଏହା ବ୍ୟତୀତ ପାଞ୍ଚଟି ମାନ୍ତ୍ରିକ ଗଣ ଅଲଗା ଥାଏ
ସମକକ୍ଷ : ବର୍ଣ୍ଣିକଗଣ
छंदशास्त्र के अनुसार लघु गुरु के आधार पर तीन वर्णों का समूह।
ଅର୍ଥ : ଗୋଟିଏରୁ ଅଧିକ ବ୍ୟକ୍ତି
ଉଦାହରଣ : ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
ସମକକ୍ଷ : ଜନଗଣ, ଜନମାନବ, ଲୋକ, ସମୂହ
बहुत से व्यक्तियों का समूह।
The common people generally.
ଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ : ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ସମକକ୍ଷ : ଗୋଠ, ଦଳ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
A large indefinite number.
ଅର୍ଥ : ଏକ ଉଚ୍ଚ ସ୍ତରରେ ଲୋକମାନଙ୍କଦ୍ୱାରା ଯଥା ନାଗରୀକମାନଙ୍କଦ୍ୱାରା ସ୍ୱୀକୃତ ବା ମାନ୍ୟ ପ୍ରଦାନ କରାଯାଇଥିବା
ଉଦାହରଣ : ଭାରତରେ ଲୋକମତ ଆଧାର ଉପରେ ହିଁ ସରକାର ଗଢ଼ାହୁଏ ଭାରତରେ ଲୋକ ଶାସନ ରହିଛି
ସମକକ୍ଷ : ଲୋକ
* एक बड़े स्तर पर लोगों (नागरिकों) द्वारा स्वकृत या मान्य।
Carried on by or for the people (or citizens) at large.
ସଂସ୍ଥାପନ କରନ୍ତୁ