ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବନ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି

ଉଦାହରଣ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି

ସମକକ୍ଷ : ଚେତନ, ଜୀବିତ, ପ୍ରାଣବନ୍ତ, ସଜୀବ

वह प्राणी जो मरा न हो या जिसमें प्राण हो।

जीवितों पर संस्मरण लिखना साहस का काम है।
चेतन, ज़िंदा, जानदार, जिंदा, जिन्दा, जीवंत, जीवन्त, जीवित, प्राणवंत, प्राणवान

People who are still living.

Save your pity for the living.
living

ଜୀବନ୍ତ   ବିଶେଷଣ

ଅର୍ଥ : ସତସତିକା

ଉଦାହରଣ : କିଶୋର ରାମଲୀଳାରେ ଜୀବନ୍ତ ଅଭିନୟ କଲା

ସମକକ୍ଷ : ନିଖୁଣ

जीता-जागता।

किशोर ने रामलीला में जीवंत अभिनय किया।
जीता जागता, जीता-जागता, जीताजागता, जीवंत, जीवन्त, प्राणवंत, सजीव

Full of zest or vigor.

A racy literary style.
lively, racy