ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି
ଉଦାହରଣ :
ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ
ସମକକ୍ଷ : ଧର୍ମବନ୍ତ, ଧର୍ମାତ୍ମା, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟବାନ, ପୁଣ୍ୟାତ୍ମା
ଅର୍ଥ : ଧର୍ମ ବା ଧର୍ମ ସହ ସମ୍ବନ୍ଧିତ
ଉଦାହରଣ :
କେତେକ ଧାର୍ମିକ ଲୋକ ଏକତ୍ର ହୋଇ ଗୋଟିଏ ଧାର୍ମିକ ସଂଗଠନ ସ୍ଥାପନା କଲେ
ଅର୍ଥ : ଧର୍ମ ସମ୍ବନ୍ଧୀୟ
ଉଦାହରଣ :
ଆମେ କାହାର ଧାର୍ମିକ ଭାବନାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ